ବର୍ତ୍ତମାନ ପରିସ୍ଥିତିରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବା କେତେ ଜରୁରୀ:ସରକାର ଉତ୍ତର ରଖିବେ କି..?

ଭୁବନେଶ୍ୱର : ସମଗ୍ର ପୃଥିବୀକୁ କରୋନା କବଳିତ କରି ହା ହା କାର ସୃଷ୍ଟି କରିଛି। କେତେଯେ ଧନ ଜୀବନ ନଷ୍ଟ ହେବା ସହ ଜୀବନ ଜୀବିକା ଉପରେ ତାହାର ବିଶେଷ ପ୍ରଭାବ ପଡିଛି ହିସାବ କରିବା ଦୁରୁହ ବ୍ୟାପାର। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ଦେଶ ଭାରତ ତଥା ବିଶେଷ କରି ଓଡିଶା କରୋନା ମହାମାରୀର କବଳରେ ମଧ୍ୟ ରହିଛି। କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ … Continue reading ବର୍ତ୍ତମାନ ପରିସ୍ଥିତିରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବା କେତେ ଜରୁରୀ:ସରକାର ଉତ୍ତର ରଖିବେ କି..?